ଆଜିଠୁ ଖୋଲିବ ଶ୍ରୀମନ୍ଦିର: ସକାଳ ସାଢ଼େ ୭ଟାରୁ ଦର୍ଶନ, ମାର୍କେଟ୍‌ ଛକରୁ ବାରିକେଡ୍‌

ପୁରୀ: ଆଜି ଠାରୁ ଖୋଲିବ ଶ୍ରୀମନ୍ଦିର। ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମାର୍କେଟ୍‌ ଛକରୁ ବାରିକେଡ୍‌ କରି ଭକ୍ତଙ୍କୁ ସିଂହଦ୍ବାରଠାରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ଦର୍ଶନ ଆରମ୍ଭ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ … Continue reading ଆଜିଠୁ ଖୋଲିବ ଶ୍ରୀମନ୍ଦିର: ସକାଳ ସାଢ଼େ ୭ଟାରୁ ଦର୍ଶନ, ମାର୍କେଟ୍‌ ଛକରୁ ବାରିକେଡ୍‌